or_tn/rev/02/22.md

16 lines
2.3 KiB
Markdown

# I will throw her onto a sickbed ... into great suffering
ସେ ଶଯ୍ୟାଶାୟୀ ହେବାର ଅର୍ଥ ଯେ ଯୀଶୁ ତାହାକୁ ଅତି ରୋଗାଗ୍ରସ୍ତ କରି ଅଛନ୍ତି I ଅନ୍ୟଏକ ଅନୁବାଦରେ: “ଆମ୍ଭେ ତାହାକୁ ଶଯ୍ୟାଶାୟୀ କରିବୁ ...ଆମ୍ଭେ ତାହାକୁ ମହାକ୍ଲେଶ ଦେବୁ” କିମ୍ବା “ଆମ୍ଭେ ତାହାକୁ ଅତି ରୋଗାଗ୍ରସ୍ତ କରିବୁ ... ଆମ୍ଭେ ତାହାକୁ ମହାକ୍ଲେଶ ଦେବୁ” (ଦେଖ: [[rc://*/ta/man/translate/figs-metonymy]])
# those who commit adultery with her into great suffering
ଲୋକମାନଙ୍କୁ କ୍ଲେଶଭୋଗ କରାଇବା ବିଷୟରେ ଯୀଶୁ କହୁଛନ୍ତି ଯେପରି ସେମାନଙ୍କୁ କ୍ଲେଶ ମଧ୍ୟରେ ପକାଯାଇଛି I ଅନ୍ୟଏକ ଅନୁବାଦରେ: “ତାହା ସହିତ ବ୍ୟଭିଚାର କରିଥିବା ଲୋକମାନଙ୍କୁ ତାହା ସହତ ଆମ୍ଭେ ମହାକ୍ଲେଶ ଦେବୁ”(ଦେଖ: [[rc://*/ta/man/translate/figs-metaphor]])
# commit adultery
ବ୍ୟଭିଚାର କରନ୍ତି
# unless they repent of her deeds
ଏହା ସୂଚାଇଦିଏ ଯେ ସେମାନେ ତାହା ସହିତ ଦୁଷ୍ଟ କାର୍ଯ୍ୟରେ ସହଭାଗୀ ଅଟନ୍ତି I ତାହାର କାର୍ଯ୍ୟରୁ ମନପରିବର୍ତ୍ତନ କରିବା ଦ୍ବାରା, ସେମାନେ ମଧ୍ୟ ତାହାର ଆଚରଣର ଦୁଷ୍ଟକାର୍ଯ୍ୟରେ ଭାଗୀ ହେବାରୁ ମନ ପରିବର୍ତ୍ତନ କରିବେ I ଅନ୍ୟଏକ ଅନୁବାଦରେ: “ଯଦି ସେମାନେ ମନ୍ଦ କାର୍ଯ୍ୟରୁ ପରିବର୍ତ୍ତନ ନକରନ୍ତି ଯାହା ସେ କରେ” କିମ୍ବା “ଯଦି ତାହାର କାର୍ଯ୍ୟରେ ଭାଗୀ ହେବାରୁ ସେମାନେ ମନ ପରିବର୍ତ୍ତନ ନକରନ୍ତି” (ଦେଖ: [[rc://*/ta/man/translate/figs-explicit]])