or_tn/rev/02/20.md

1.2 KiB
Raw Permalink Blame History

But I have this against you

ତଥାପି ତୁମ୍ଭେ ଏପରି କେତେକ ବିଷୟ କରୁଥିବାରୁ ଆମ୍ଭେ ତୁମ୍ଭକୁ ଅଗ୍ରାହ୍ୟ କରୁଛୁ କିମ୍ବା “ତଥାପି ତୁମ୍ଭେ କେତେକ ବିଷୟ କରୁଥିବାରୁ ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ କରୁଛୁ” I ଦେଖ ତୁମେ ଏହି ପ୍ରକାର ବାକ୍ୟାଂଶକୁ କିପରି ପ୍ରକାଶିତ ବାକ୍ୟ :୪ରେ ଅନୁବାଦ କରିଅଛ I

the woman Jezebel, who

ଯୀଶୁ ସେମାନଙ୍କ ମଣ୍ଡଳୀର ଜଣେ ନିର୍ଦ୍ଦିଷ୍ଟ ସ୍ତ୍ରୀଲୋକ ବିଷୟରେ କହିଲେ ଯେପରି ସେ ରାଣୀ ଯିଜେବଲ ଥିଲେ I କାରଣ ସେ ସମାନ ପାପକର୍ମ କଲା ଯାହା ରାଣୀ ଯିଜେବଲ ବହୁପୂର୍ବରୁ ଯେ ପ୍ରକାର କାର୍ଯ୍ୟ କରିଥିଲେ I ଅନ୍ୟଏକ ଅନୁବାଦରେ: “ଯିଜେବଲ ସଦୃଶ ଜଣେ ସ୍ତ୍ରୀ ଲୋକ ଓ” (ଦେଖ: rc://*/ta/man/translate/figs-metaphor)