or_tn/rev/02/19.md

1.2 KiB

your love and faith and service and your patient endurance

ଗୁଣ ବାଚକ ବିଶେଷ୍ୟ “ପ୍ରେମ,” “ବିଶ୍ବାସ,” “ସେବା” ଓ “ଧୈର୍ଯ୍ୟ”କୁ କ୍ରିୟାଭାବରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ କିପରି ପ୍ରେମ କଲ, ବିଶ୍ବାସ କଲ, ସେବା କଲ ଓ ଧୈର୍ଯ୍ୟର ସହିତ ସହ୍ୟ କଲ” (ଦେଖ: rc://*/ta/man/translate/figs-abstractnouns)

your love and faith and service and your patient endurance

ଏହି କ୍ରିୟାଗୁଡିକ ଅନ୍ତର୍ନିହିତ ଅର୍ଥକୁ ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ କିପରି ଆମ୍ଭକୁ ଓ ଅନ୍ୟମାନଙ୍କୁ ପ୍ରେମ କଲ, ଆମ୍ଭଠାରେ ବିଶ୍ବାସ କଲ, ଆମ୍ଭର ସେବା କଲ ଓ ଧୈର୍ଯ୍ୟର ସହିତ କ୍ଲେଶ ସହ୍ୟକଲ” (ଦେଖ: rc://*/ta/man/translate/figs-explicit)