or_tn/rev/02/14.md

20 lines
2.0 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# But I have a few things against you
ଆମ୍ଭେ ତୁମ୍ଭକୁ ଅଗ୍ରାହ୍ୟ କରୁଅଛୁ କାରଣ ତୁମେ ଏପରି କିଛି ବିଷୟ କରିଅଛ କିମ୍ବା “ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ କରୁଅଛୁ କାରଣ ତୁମେ ଏପରି କିଛି ବିଷୟ କରିଅଛ I” ଦେଖ ତୁମେ ଏହି ପ୍ରକାର ବାକ୍ୟାଂଶକୁ କିପରି [ପ୍ରକାଶିତ ବାକ୍ୟ :୪](../02/04.md)ରେ ଅନୁବାଦ କରିଅଛ I
# who hold tightly to the teaching of Balaam, who
ସମ୍ଭାବିତ ଅର୍ଥ ଗୁଡିକ ୧) “ଯେଉଁମାନେ ଶିକ୍ଷା ଦିଅନ୍ତି ଯାହା ବିଲିୟମ ଶିକ୍ଷା ଦେଇଥିଲେ; ସେ” କିମ୍ବା ) ଯେଉଁମାନେ ତାହା କରନ୍ତି ଯାହା ବିଲିୟମ ଶିକ୍ଷା ଦେଇଥିଲେ; ସେ” (ଦେଖ: [[rc://*/ta/man/translate/figs-metaphor]])
# Balak
ଏହା ଜଣେ ରାଜାଙ୍କର ନାମ I (ଦେଖ: [[rc://*/ta/man/translate/translate-names]])
# who taught Balak to throw a stumbling block before the children of Israel
ଲୋକମାନଙ୍କୁ ପାପ ଆଡକୁ କଢାଇ ନେଉଥିବା କିଛିବିଷୟକୁ ରାସ୍ତା ଉପରେ ଥିବା ଏକ ପଥରଭାବରେ କୁହାଯାଏ ଯହିଁରେ ଲୋକମାନେ ଝୁଣ୍ଟି ପଡନ୍ତି I ଅନ୍ୟଏକ ଅନୁବାଦରେ: “ଇଶ୍ରାୟେଲୀୟମାନଙ୍କୁ ପାପରେ ପକାଇବା ବିଷୟରେ ଯେ ବାଲାକକୁ ଶିକ୍ଷା ଦେଇଥିଲା” (ଦେଖ: [[rc://*/ta/man/translate/figs-metaphor]])
# be sexually immoral
ବ୍ୟଭିଚାରିକ ପାପ କରିବା କିମ୍ବା “ବ୍ୟଭିଚାର ସମ୍ଭନ୍ଧିୟ ପାପ କରିବା”