or_tn/rev/02/03.md

1010 B

because of my name

ଏଠାରେ ନାମ ଶବ୍ଦ ଯୀଶୁ ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ବ ନିମନ୍ତେ ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ମୋ ସକାଶୁ” କିମ୍ବା “ତୁମ୍ଭେମାନେ ମୋ ନାମରେ ବିଶ୍ବାସ କରିବା ସକାଶୁ” ଅବା “ମୋଠାରେ ବିଶ୍ବାସ କରିବା ସକାଶୁ” (ଦେଖ: rc://*/ta/man/translate/figs-metonymy)

you have not grown weary

ନିରୁତ୍ସାହିତ ହେବା ବିଷୟକୁ କ୍ଲାନ୍ତ ହେବା ସଦୃଶ କୁହାଯାଇଛି I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ନିରୁତ୍ସାହିତ ହୋଇନାହଁ” କିମ୍ବା “ତୁମ୍ଭେମାନେ ପରିତ୍ୟାଗ କରିନାହଁ” (ଦେଖ: rc://*/ta/man/translate/figs-metaphor)