or_tn/rev/01/18.md

985 B

I have the keys of death and of Hades

କୌଣସି ବିଷୟ ଉପରେ କ୍ଷମତା ଥିବା ଅର୍ଥ ଯେପରି ସେଥିରେ କଞ୍ଚିଥିବା ବିଷୟକୁ ବୁଝାଏ I ଏହାର ସୂଚନା ଦିଏ ଯେ ସେ ସେମାନଙ୍କୁ ଜୀବନ ଦେଇ ପାରନ୍ତି ଯେଉଁମାନେ ମୃତ ଥିଲେ ଏବଂ ପାତାଳରୁ ଉଠାଇ ଆଣିଲେ I ଅନ୍ୟଏକ ଅନୁବାଦରେ: “ମୃତ୍ୟୁ ଓ ପାତାଳ ଉପରେ ଆମ୍ଭର କ୍ଷମତା ଅଛି” କିମ୍ବା “ମୃତ୍ୟୁଭୋଗ କରିଥିବା ଲୋକମାନଙ୍କୁ ଜୀବନଦେଇ ସେମାନଙ୍କୁ ପାତାଳରୁ ବାହାର କରି ଆଣିବାକୁ ଆମ୍ଭର କ୍ଷମତା ଅଛି” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-explicit]])