or_tn/rev/01/05.md

1.3 KiB

and from Jesus Christ

ଏହା[ପ୍ରକାଶିତ ବାକ୍ୟ ୧:୪] (./04.md)ର ଆଶୀର୍ବାଦକୁ ଜାରି ରଖୁଛି I “ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ଏବଂ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଶାନ୍ତି ବର୍ତ୍ତୁ” କିମ୍ବା “ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଦୟା କରନ୍ତୁ ଏବଂ ଶାନ୍ତିରେ ଓ ନିରାପଦରେ ବାସ କରିବା ନିମନ୍ତେ ସକ୍ଷମ କରନ୍ତୁ”

the firstborn from the dead

ମୃତ୍ୟୁରୁ ପୁନ୍ନରୁଥିତ ହୋଇଥିବା ପ୍ରଥମ ବ୍ୟକ୍ତି

from the dead

ସେହି ସମସ୍ତଙ୍କଠାରୁ ଯେଉଁମାନେ ମୃତ ଥିଲେ I ଏହି ଭାବ ଭୂଗର୍ଭରେ ଏକତ୍ର ଥିବା ସମସ୍ତ ମୃତ ଲୋକମାନଙ୍କୁ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଉଠି ଆସିବା ବିଷୟକୁ ପୁନର୍ଜୀବିତ ହେବା କୁହାଯାଏ I

has released us

ଆମ୍ଭମାନଙ୍କୁ ମୁକ୍ତ କରି ଅଛନ୍ତି