or_tn/rev/01/04.md

20 lines
2.1 KiB
Markdown

# General Information:
ଏହା ଯୋହନଙ୍କ ପତ୍ରର ଆରମ୍ଭ ଅଟେ I ଏଠାରେ ସେ ଆପଣାକୁ ଲେଖକ ଭାବରେ ନାମିତ କରୁଛନ୍ତି ଓ ସେ ଲେଖୁଥିବା ଲୋକମାନଙ୍କୁ ଅଭିବାଦନ ଜଣାଉଛନ୍ତି I
# May grace be to you and peace from the one who is ... and from the seven spirits
ଏହା ଏକ ଶୁଭ କାମନା କିମ୍ବା ଆଶୀର୍ବାଦ ଅଟେ I ଯୋହନ କହୁଛନ୍ତି ଯେପରି ଏଗୁଡିକ ଏପରି ବିଷୟ ଯାହା ଈଶ୍ବର ଦେଇ ପାରିବେ, ଯଦିଓ ସେ ଏଗୁଡିକ ପ୍ରକୃତ ମାର୍ଗ ଅଟନ୍ତି, ଯେଉଁଥିରେ ଈଶ୍ବର ତାହାଙ୍କ ଲୋକମାନଙ୍କ ନିମନ୍ତେ କାର୍ଯ୍ୟ କରିବା ସେ ଆଶା କରନ୍ତି I ଅନ୍ୟଏକ ଅନୁବାଦରେ: “ହୁଏତ ଯେ ବର୍ତ୍ତମାନ ...ଓ ସପ୍ତଆତ୍ମା ଅଟନ୍ତି...ତୁମ୍ଭମାନଙ୍କୁ ଦୟାରେ ବ୍ୟବହାର କରନ୍ତୁ ଏବଂ ଶାନ୍ତିରେ ଓ ନିରାପଦରେ ବାସ କରିବା ନିମନ୍ତେ ସକ୍ଷମ କରନ୍ତୁ” (ଦେଖ: [[rc://*/ta/man/translate/figs-abstractnouns]])
# from the one who is
ଈଶ୍ବରଙ୍କଠାରୁ, ଯେ କି
# who is to come
ଭବିଷ୍ୟତରେ ଅଛନ୍ତି ବିଷୟକୁ ଆଗାମୀ ବିଷୟ ଭାବେ କୁହାଯାଇଛି I (ଦେଖ: [[rc://*/ta/man/translate/figs-metaphor]])
# seven spirits
ସାତ ସଂଖ୍ୟାଟି ସମ୍ପୂର୍ଣ୍ଣତା ଓ ସିଦ୍ଧତାର ନିଦର୍ଶନ ଅଟେ I “ସପ୍ତଆତ୍ମା” ଈଶ୍ବରଙ୍କ ଆତ୍ମା କିମ୍ବା ଈଶ୍ବରଙ୍କ ସେବା କରୁଥିବା ସାତୋଟି ଆତ୍ମାଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/writing-symlanguage]])