or_tn/php/04/intro.md

1.6 KiB

ଫିଲିପ୍ପୀୟ ୦୪ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

“ମୋହର ଆନନ୍ଦ ଓ ମୋହର ମୁକୁଟ”

ପାଉଲ ଫିଲ୍ଲିପିୟମାନଙ୍କୁ ଆତ୍ମିକତାରେ ପରିପକ୍ବ ହେବା ନିମନ୍ତେ ସାହାଯ୍ୟ କରିଥିଲେ I ଫଳସ୍ବରୂପ, ପାଉଲ ଆନନ୍ଦିତ ହେଲେ ଓ ଈଶ୍ବର ତାହାଙ୍କୁ ଓ ତାହାଙ୍କ କାର୍ଯ୍ୟକୁ ସମ୍ମାନ କଲେ I ସେ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଅନୁଶାସନ କରିବା ବିବେଚନା କଲେ ଓ ଖ୍ରୀଷ୍ଟିଆନ ଜୀବନର ଗୁରୁତ୍ବପୂର୍ଣ୍ଣ ବିଷୟ ସ୍ବରୁପ ଆତ୍ମିକତାରେ ବୃଦ୍ଧି ହେବା ନିମନ୍ତେ ସେମାନଙ୍କୁ ଉତ୍ସାହିତ କରନ୍ତି I (ଦେଖ: [[rc:///tw/dict/bible/kt/spirit]] ଓ [[rc:///tw/dict/bible/kt/disciple]])

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ଇୟଦିଆ ଓ ସୁନ୍ତୁଖୀ

ସ୍ପଷ୍ଟଭାବରେ, ଏହି ଦୁଇଜଣ ସ୍ତ୍ରୀଲୋକ ପରସ୍ପର ଏକମତ ନଥିଲେ I ପାଉଲ ସେମାନଙ୍କୁ ଏକମତ ହେବାକୁ ଉତ୍ସାହ ଦେଉଛନ୍ତି I (ଦେଖ: rc://*/ta/man/translate/figs-explicit)