or_tn/php/04/10.md

654 B

Connecting Statement:

ପାଉଲ ଫିଲିପ୍ପୀୟମାନେ ତାହାଙ୍କୁ ପଠାଇଥିବା ଦାନ ନିମନ୍ତେ ଧନ୍ୟବାଦ ଦେବାକୁ ଆରମ୍ଭ କରୁଛନ୍ତି I ସେ ୧୧ ପଦରେ ଆରମ୍ଭ କରି କହୁଛନ୍ତି ଯେ ସେମାନେ ତାହାଙ୍କୁ କେବଳ ପ୍ରୟୋଜନୀୟ ବିଷୟ ଦେଇଥିବାରୁ ନୁହେଁ, ମାତ୍ର ସେମାନଙ୍କ ଦାନ ନିମନ୍ତେ କୃତଜ୍ଞ ହୋଇ ସେମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି I