or_tn/php/04/08.md

1.1 KiB

Finally

ଯେହେତୁ ପାଉଲ ଆପଣା ପତ୍ର ସମାପ୍ତ କରନ୍ତି, ସେ ବିଶ୍ବାସୀମାନେ କିପରି ଈଶ୍ବରଙ୍କଠାରେ ଶାନ୍ତି ପ୍ରାପ୍ତ ହୋଇ ବାସ କରିବା ଉଚିତ, ତାହାର ଏକ ସାରାଂଶ ଦେଉଛନ୍ତି I

brothers

ଦେଖ ତୁମେ ଏହାକୁ କିପରି ଫିଲିପ୍ପୀୟ ୧:୧୨ରେ ଅନୁବାଦ କରିଅଛ I

whatever things are lovely

ଯାହା ଯାହା ଆଦରଣୀୟ

whatever things are of good report

ଯାହା ସବୁ ଲୋକମାନେ ଆଦର କରନ୍ତି କିମ୍ବା “ଯାହା “ସବୁକୁ ଲୋକମାନେ ସମ୍ମାନ ଦିଅନ୍ତି”

if there is anything excellent

ଯଦି ସେମାନେ ନୈତିକତାରେ ଉତ୍ତମ ଅଟନ୍ତି

if there is anything to be praised

ଆଉ ଯଦି ସେମାନେ ଲୋକମାନଙ୍କ ପ୍ରଶଂସାର ପାତ୍ର ଅଟନ୍ତି