or_tn/php/04/02.md

972 B

I am pleading with Euodia, and I am pleading with Syntyche

ଏହି ସ୍ତ୍ରୀ ଲୋକମାନେ ଯେଉଁମାନେ ବିଶ୍ବାସୀ ଥିଲେ ଓ ଫିଲିପ୍ପୀ ମଣ୍ଡଳୀରେ ପାଉଲଙ୍କୁ ସାହାଯ୍ୟ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ମୁଁ ଇୟଦିଆ ଓ ସୁନ୍ତୁଖୀଙ୍କୁ ଅନୁରୋଧ କରୁଅଛି”(ଦେଖ: rc://*/ta/man/translate/translate-names)

be of the same mind in the Lord

“ଏକମନା ହେବା” ବାକ୍ୟାଂଶର ଅର୍ଥ ଏକମନା ବା ଏକମତ ହେବା I ଅନ୍ୟ ଏକ ଅନୁବାଦରେ: “ପରସ୍ପର ଏକମନା ହୁଅ କାରଣ କାରଣ ତୁମ୍ଭେ ଦୁହେଁ ଏକ ପ୍ରଭୁଙ୍କଠାରେ ବିଶ୍ବାସ କରୁଅଛ” (ଦେଖ: rc://*/ta/man/translate/figs-metonymy)