or_tn/php/03/20.md

784 B
Raw Permalink Blame History

General Information:

ଏଠାରେ ପାଉଲଙ୍କ ବ୍ୟବହୃତ “ଆମ୍ଭମାନଙ୍କ” ଓ “ଆମ୍ଭେମାନେ” ଶବ୍ଦ ଏଠାରେ’ ଆପଣାକୁ ଓ ଫିଲିପ୍ପୀରେ ବିଶ୍ବାସୀମାନଙ୍କୁ ସମ୍ପୃକ୍ତ କରେ I (ଦେଖ: rc://*/ta/man/translate/figs-inclusive)

our citizenship is in heaven

ସମ୍ଭାବିତ ଅର୍ଥଗୁଡିକ ୧) “ଆମ୍ଭେମାନେ ସ୍ବର୍ଗର ପ୍ରଜା ଅଟୁ” କିମ୍ବା ) “ଆମ୍ଭମାନଙ୍କ ଦେଶ ସ୍ବର୍ଗରେ ଅଟେ” କିଅବା ୩) ଆମ୍ଭମାନଙ୍କ ପ୍ରକୃତ ଗୃହ ସ୍ବର୍ଗରେ ଅଛି I”