or_tn/php/03/16.md

586 B

whatever we have reached, let us hold on to it

ପାଉଲ ଫିଲିପ୍ପୀୟ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆସୁ, ଆମ୍ଭେମାନେ ପ୍ରାପ୍ତ କରିଥିବା ସମାନ ସତ୍ୟକୁ ପାଳନ କରିବାରେ ଲାଗି ରହୁ” (ଦେଖ: rc://*/ta/man/translate/figs-inclusive)