or_tn/php/03/06.md

1.9 KiB

As for zeal, I persecuted the church

ପାଉଲଙ୍କ ଉଦଯୋଗ ଈଶ୍ବରଙ୍କୁ ଗୌରବ କରିବା ନିମନ୍ତେ ତାହାଙ୍କର ଉତ୍ସାହକୁ ବୁଝାଏ I ସେ ବିଶ୍ବାସ କରୁଥିଲେ ଯେ ମଣ୍ଡଳୀକୁ ତାଡନା କରିବା ଦ୍ବାରା ସେ ଈଶ୍ବରଙ୍କ ନିମନ୍ତେ କେତେ ଉଦଯୋଗୀ ଥିଲେ ତାହା ପ୍ରମାଣିତ କରିଥିଲେ I ଅନ୍ୟ ଏକ ଅନୁବାଦରେ: “ମୁ ଈଶ୍ବରଙ୍କ ନିମନ୍ତେ ଏତେ ଉଦଯୋଗୀ ଥିଲି ଯେ ମୁଁ ମଣ୍ଡଳୀକୁ ତାଡନା କରୁଥିଲି” କିମ୍ବା “ଯେହେତୁ ମୁଁ ଈଶ୍ବରଙ୍କୁ ଏତେ ଗୌରବ ଦେବାକୁ ଚାହିଁଥିଲି ଯେ ମୁଁ ମଣ୍ଡଳୀକୁ ତାଡନା କରୁଥିଲି”

I persecuted the church

ମୁଁ ଖ୍ରୀଷ୍ଟିୟାନମାନଙ୍କୁ ଆକ୍ରମଣ କରିଥିଲି

as for righteousness under the law, I was blameless

ବ୍ୟବସ୍ଥା ଅଧୀନରେ ଥିବା ଧାର୍ମିକତା ବିଷୟ ବ୍ୟବସ୍ଥା ପାଳନ ଦ୍ବାରା ଧାର୍ମିକ ହେବା ବିଷୟକୁ ବୁଝାଏ I ପାଉଲ ବ୍ୟବସ୍ଥାକୁ ଏତେ ଯତ୍ନ ସହକାରେ ପାଳନ କରୁଥିଲେ ଯେ କୌଣସି ଲୋକ ବ୍ୟବସ୍ଥାର କୌଣସି ଅଂଶକୁ ସେ ପାଳନ ନ କରିବା ବିଷୟ ଖୋଜି ପାଇବା ନେଇ ସେ ବିଶ୍ବାସ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ମୁ ବ୍ୟବସ୍ଥା ପାଳନ ଦ୍ବାରା ଏତେ ଧାର୍ମିକ ଥିଲି ଯେ ମୁଁ ନିର୍ଦ୍ଦୋଷ ମନେ କରୁଥିଲି”