or_tn/php/03/04.md

2.0 KiB

Even so

ଯଦିଓ ମୁଁ ତାହା କରିବାକୁ ଇଚ୍ଛା କରିଥାନ୍ତି I ପାଉଲ ଏକ ପରିକଳ୍ପିତ ଅବସ୍ଥାକୁ କହୁଛନ୍ତି ଯାହା ହେବା ଅସମ୍ଭବ ଦେଖାଯାଏ I

I myself could have confidence in the flesh. If anyone thinks he has confidence in the flesh, I could have even more

ଏହା ଏକ ପରିକଳ୍ପିତ କାହାଣୀ ଯାହା ପାଉଲ ସମ୍ଭବ ହେବା ବିଶ୍ବାସ କରୁନାହାନ୍ତି I ପାଉଲ କହୁଛନ୍ତି ଯେ ଯଦି ଏହା ସମ୍ଭବ ହୋଇଥାନ୍ତା ଯେ ଈଶ୍ବର ମନୁଷ୍ୟର କର୍ମ ଉପରେ ଆଧାର କରି ପରିତ୍ରାଣ ଦେଇଥାନ୍ତେ, ତବେ ଈଶ୍ବର ନିଶ୍ଚୟ ତାହାଙ୍କୁ ପରିତ୍ରାଣ କରିଥାନ୍ତେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଯେକେହି ଯଥେଷ୍ଟ କର୍ମ କରି ପାରିବ ନାହିଁ, କିନ୍ତୁ ଯଦି ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା କରିବା ନିମନ୍ତେ ଯେକେହି ସତ୍କର୍ମ କରିଥାନ୍ତେ, ତେବେ ମୁଁ ଅଧିକ ସତ୍କର୍ମ କରି ପାରିଥାନ୍ତି ଓ ଅନ୍ୟ ସମସ୍ତଙ୍କଠାରୁ ଈଶ୍ବରଙ୍କୁ ଅଧିକ ସନ୍ତୁଷ୍ଟ କରି ପାରିଥାନ୍ତି”(ଦେଖ: rc://*/ta/man/translate/figs-hypo)

I myself

ପାଉଲ ଗୁରୁତ୍ବ ଦେବା ନିମନ୍ତେ “ମୁଁ ତ” ଶବ୍ଦ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତଭାବରେ ମୁଁ”(ଦେଖ: rc://*/ta/man/translate/figs-hypo)