or_tn/php/03/03.md

1.6 KiB

For it is we who are

ପାଉଲ ଖ୍ରୀଷ୍ଟଙ୍କଠାରେ ଆପଣାକୁ ଓ ଫିଲିପ୍ପୀୟ ବିଶ୍ବାସୀମାନଙ୍କୁ ସମ୍ପୃକ୍ତକରି ସମସ୍ତ ବିଶ୍ବାସୀମାନଙ୍କୁ ଉଲ୍ଲେଖ କରିବା ନିମନ୍ତେ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରୁଛନ୍ତି I (ଦେଖ: rc://*/ta/man/translate/figs-inclusive)

the circumcision

ପାଉଲ ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ବାସୀମାନଙ୍କୁ ସୁଚିତ କରିବା ନିମନ୍ତେ ଏହି ବାକ୍ୟାଂଶ ବ୍ୟବହାର କରନ୍ତି ଯେଉଁମାନେ ଶାରୀରିକଭାବରେ ସୁନ୍ନତପ୍ରାପ୍ତ ନୁହନ୍ତି, କିନ୍ତୁ ଆତ୍ମିକଭାବରେ ସୁନ୍ନତପ୍ରାପ୍ତ ହୋଇଛନ୍ତି, ଅର୍ଥାତ୍, ସେମାନେ ବିଶ୍ବାସ ଦ୍ବାରା ପବିତ୍ରଆତ୍ମା ପ୍ରାପ୍ତ ହୋଇ ଅଛନ୍ତି I ଅନ୍ୟ ଏକ ଅନୁବାଦରେ: “ପ୍ରକୃତରେ ସୁନ୍ନତପ୍ରାପ୍ତ ଲୋକମାନେ” କିମ୍ବା “ପ୍ରକୃତରେ ଈଶ୍ବରଙ୍କ ଲୋକମାନେ”

have no confidence in the flesh

ଭରସା କର ନାହିଁ ଯେ କେବଳ ଅଗ୍ର ଚର୍ମ ଛେଦନ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବ