or_tn/php/03/02.md

2.6 KiB

Watch out for

ସାବଧାନ କିମ୍ବା “ଜାଗି ରୁହ”

the dogs ... those evil workers ... those who mutilate the flesh

ଏସବୁ ସମାନଭାବେ ଭଣ୍ଡ ଶିକ୍ଷକମାନଙ୍କୁ ତିନି ପ୍ରକାରେ ବୁଝାଉ ଅଛି I ପାଉଲ ଏହି ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କ ବିଷୟରେ ଆପଣାର ଅନୁଭବକୁ ପ୍ରକାଶ କରିବା ନିମନ୍ତେ କଠୋର ଭାବ ବ୍ୟବହାର କରୁଛନ୍ତି I

dogs

ଯେଉଁମାନେ ଯିହୂଦୀ ନଥିଲେ ସେମାନଙ୍କ ନିମନ୍ତେ ଉଲ୍ଲେଖ କରି ଯିହୂଦୀମାନଙ୍କ ଦ୍ବାରା “କୁକୁର” ଶବ୍ଦ ବ୍ୟବହାର କରାଯାଉଥିଲା I ସେମାନେ ଅଶୁଚି ବିବେଚନା କରା ଯାଉଥିଲେ I ପାଉଲ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସେମାନଙ୍କୁ ଲଜ୍ଜା ଦେବା ନିମନ୍ତେ କହୁଛନ୍ତି ଯେପରି ସେମାନେ କୁକୁରମାନେ ଥିଲେ I ଯଦି ତୁମ ସଂସ୍କୃତିରେ ଅଶୁଚି ବିବେଚନା କରା ଯାଉଥିବା ଭିନ୍ନ ଏକ ପଶୁ ଥାଏ କିମ୍ବା ଲଜ୍ଜା ଦେବା ନିମନ୍ତେ କୌଣସି ନାମ ନିଆ ଯାଏ, ତୁମେ ଏହା ପରିବର୍ତ୍ତେ, ସେହି ପଶୁର ନାମକୁ ବ୍ୟବହାର କରି ପାରିବ I (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-irony]])

mutilate

ପାଉଲ ଭଣ୍ଡ ଶିକ୍ଷକମାନଙ୍କୁ ଲଜ୍ଜା ଦେବାନିମନ୍ତେ ସୁନ୍ନତ କାର୍ଯ୍ୟ ବିଷୟରେ ଅତିରଞ୍ଜିତ କରି କହୁଛନ୍ତି I ଭଣ୍ଡ ଶିକ୍ଷକମାନେ କହୁଥିଲେ ଯେ ଈଶ୍ବର କେବଳ ସୁନ୍ନତପ୍ରାପ୍ତ ଲୋକମାନଙ୍କୁ ଉଦ୍ଧାର କରିବେ, ଯେଉଁମାନେ ଅଗ୍ର ଚର୍ମ ଛେଦନ କରିଥିଲେ I ଏହି କାର୍ଯ୍ୟ ମୋଶାଙ୍କ ବ୍ୟବସ୍ଥା ଦ୍ବାରା ସମସ୍ତ ପୁରୁଷମାନଙ୍କ ନିମନ୍ତେ ଆବଶ୍ୟକ ହେଉଥିଲା I (ଦେଖ: [[rc:///ta/man/translate/figs-hyperbole]] ଓ [[rc:///ta/man/translate/figs-metonymy]])