or_tn/php/02/21.md

767 B

For they all

ଏଠାରେ “ସେମାନେ” ଶବ୍ଦ ଲୋକମାନଙ୍କ ଏକ ଦଳକୁ ବୁଝାଏ, ଯେଉଁମାନଙ୍କୁ ପାଉଲ ଫିଲିପ୍ପୀକୁ ପଠାଇବା ନିମନ୍ତେ ଭରସା କରି ପାରୁନାହାନ୍ତି I ପାଉଲ ମଧ୍ୟ ଏହି ଲୋକମାନଙ୍କ ପ୍ରତି ଆପଣା ଅସନ୍ତୋଷ ପ୍ରକାଶ କରୁଛନ୍ତି, ଯେଉଁମାନେ ଯିବା ଉଚିତ ଥିଲା, କିନ୍ତୁ ପାଉଲ ସେମାନଙ୍କ କାର୍ଯ୍ୟକୁ ପୂରଣ କରିବା ନିମନ୍ତେ ସେମାନଙ୍କୁ ଭରସା କରିପାରୁ ନାହାନ୍ତି I