or_tn/php/02/17.md

1.4 KiB

But even if I am being poured out as an offering on the sacrifice and service of your faith, I am glad and rejoice with you all

ପାଉଲ ଆପଣା ମୃତ୍ୟୁ ବିଷୟରେ କହନ୍ତି ଯେପରି ସେ ଏକ ପେୟ ନୈବେଦ୍ୟ ସଦୃଶ ଥିଲେ ଯାହା ଈଶ୍ବରଙ୍କ ଗୌରବ ନିମନ୍ତେ ପଶୁ ବଳି ଉପରେ ଢଳା ଯାଇଥାଏ I ପାଉଲ କହିବାର ଅର୍ଥ ଯେ ସେ ଫିଲିପ୍ପୀୟ ମାନଙ୍କ ନିମନ୍ତେ ଆନନ୍ଦ ସହକାରେରେ ମୃତ୍ୟୁଭୋଗ କରିବେ ଯେପରି ତାହା ଈଶ୍ବରଙ୍କ ନିମନ୍ତେ ଅଧିକ ସନ୍ତୋଷଜନକ ହେବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ, ଏପରିକି ଯଦିଓ ରୋମୀୟମାନେ ମୋତେ ବଧ କରନ୍ତି ଓ ମୋହର ରକ୍ତ ଏକ ନୈବେଦ୍ୟ ପରି ଢଳାଯାଏ, ମୁଁ ତୁମ୍ଭ ସମସ୍ତଙ୍କ ସହିତ ଆନନ୍ଦ ଓ ଉଲ୍ଲାସ କରିବି, ଯଦି ମୋହର ମୃତ୍ୟୁ ତୁମ୍ଭମାନଙ୍କ ବିଶ୍ବାସ ଓ ଆଜ୍ଞାବହତା ଈଶ୍ବରଙ୍କ ନିକଟରେ ଅଧିକ ସନ୍ତୋଷଜନକ ହୁଏ I (ଦେଖ: rc://*/ta/man/translate/figs-metaphor)