or_tn/php/02/15.md

1.9 KiB

blameless and pure

“ନିର୍ଦ୍ଦୋଷ” ଓ “ଶୁଦ୍ଧ” ଶବ୍ଦ ସମାନ ଅର୍ଥ ବୋଧକ ଅଟନ୍ତି ଓ ଚିନ୍ତାଧାରାକୁ ସୁଦୃଢ଼ କରିବା ନିମନ୍ତେ ଏକତ୍ର ବ୍ୟବହାର କରା ଯାଇଅଛି I ଅନ୍ୟ ଏକ ଅନୁବାଦରେ: “ସମ୍ପୂର୍ଣ୍ଣରୁପେ ନିର୍ଦ୍ଦୋଷ”(ଦେଖ: rc://*/ta/man/translate/figs-doublet)

you may shine as lights in the world

ଜ୍ୟୋତିଃ ଉତ୍ତମତା ଓ ସତ୍ୟତାକୁ ବୁଝାଏ I ଜଗତରେ ଜ୍ୟୋତିଃ ସଦୃଶ ପ୍ରକାଶ ପାଇବା ଏକ ଉତ୍ତମ ଓ ଧାର୍ମିକତାର ଜୀବନ ଅତିବାହିତ କରିବା ଅଟେ, ଯେପରି ଜଗତର ଲୋକମାନେ ଦେଖି ପାରିବେ ଯେ ଈଶ୍ବର ଉତ୍ତମ ଓ ସତ୍ୟ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଯେପରି ଜଗତରେ ଜ୍ୟୋତିଃ ସଦୃଶ ହେବ”(ଦେଖ: rc://*/ta/man/translate/figs-metaphor)

in the world, in the middle of a crooked and depraved generation

ଏଠାରେ “ଜଗତ” ଜଗତର ଲୋକମାନଙ୍କୁ ବୁଝାଏ I କୁଟିଳ” ଓ “ବିପଥଗାମୀ” ଶବ୍ଦଗୁଡିକ ଗୁରୁତ୍ବାରୋପ କରିବା ନିମନ୍ତେ ଏକତ୍ର ବ୍ୟବହାର କରାଯାଇଛି ଯାହା ଲୋକମାନେ ଅତ୍ୟନ୍ତ ପାପୀ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଜଗତରେ, ଲୋକମାନଙ୍କ ମଧ୍ୟରେ ଯେଉଁମାନେ ଅତ୍ୟନ୍ତ ପାପପୂର୍ଣ୍ଣ ଅଟନ୍ତି” (ଦେଖ: rc://*/ta/man/translate/figs-doublet)