or_tn/php/02/09.md

8 lines
677 B
Markdown

# the name that is above every name
ଏଠାରେ “ନାମ” ଏକ ରୂପକ ଅଟେ ଯାହା ପଦ ବା ଗୌରବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସମସ୍ତଙ୍କ ଅପେକ୍ଷା ଉନ୍ନତ” କିମ୍ବା “ସମସ୍ତଙ୍କ ଅପେକ୍ଷା ଗୌରବ”(ଦେଖ: [[rc://*/ta/man/translate/figs-metonymy]])
# above every name
ନାମ ଅଧିକ ଗୁରୁତ୍ବପୂର୍ଣ୍ଣ ଅଟେ, ଅନ୍ୟ ସବୁ ନାମଠାରୁ ପ୍ରଶଂସା ପାଇବାକୁ ଯୋଗ୍ୟ I (ଦେଖ: [[rc://*/ta/man/translate/figs-metaphor]])