or_tn/php/02/08.md

767 B

became obedient to the point of death

ପାଉଲ ଏଠାରେ ମୃତ୍ୟୁ ବିଷୟରେ ଏକ ଦୃଷ୍ଟାନ୍ତଭାବରେ କହନ୍ତି I ଅନୁବାଦକ “ମୃତ୍ୟୁ ପର୍ଯ୍ୟନ୍ତ” (ମୃତ୍ୟୁ ପର୍ଯ୍ୟନ୍ତ ଖ୍ରୀଷ୍ଟ ଗଲେ)ର ଏକ ରୂପକ ଭାବରେ ବା ସମୟ (ମୃତ୍ୟୁଭୋଗ କରିବା ସମୟ ପର୍ଯ୍ୟନ୍ତ ଖ୍ରୀଷ୍ଟ ଆଜ୍ଞାବହ ହେଲେ)ର ରୂପକ ଭାବରେ ବୁଝି ପାରିବେ I (ଦେଖ: rc://*/ta/man/translate/figs-metaphor)

even death of a cross

ଏପରିକି କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ