or_tn/php/02/02.md

421 B

make my joy full

ପାଉଲ ଏଠାରେ ଆନନ୍ଦ ବିଷୟରେ କହନ୍ତି ଯେପରି ଏହା ଏକ ପାତ୍ର ଅଟେ ଯାହାକୁ ପୂର୍ଣ୍ଣ କରାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ମୋତେ ଅଧିକ ଆନନ୍ଦ କରିବାକୁ ଦିଏ” (ଦେଖ: rc://*/ta/man/translate/figs-metaphor)