or_tn/php/01/22.md

12 lines
1.3 KiB
Markdown

# But if I am to live in the flesh
“ଶରୀର” ଶବ୍ଦ ଏଠାରେ ସମଗ୍ର ଶରୀର ନିମନ୍ତେ ଏକ ରୁପକ ଅଟେ, ଓ ଜୀବିତ ରହିବା ନିମନ୍ତେ “ଶରୀର ଧାରଣ କରିବା” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯଦି ମୋତେ ଶରୀରରେ ଜୀବିତ ରହିବାକୁ ପଡେ” କିମ୍ବା “କିନ୍ତୁ ଯଦି ମୁଁ ଜୀବିତ ରହେ” (ଦେଖ: [[rc://*/ta/man/translate/figs-metonymy]])
# Yet which to choose?
କିନ୍ତୁ ମୁଁ କଅଣ ପସନ୍ଦ କରିବା ଉଚିତ୍ ?
# that means fruitful labor for me
“ପରିଣାମ” ଶବ୍ଦ ଏଠାରେ ପାଉଲଙ୍କ କାର୍ଯ୍ୟର ଉତ୍ତମ ଫଳାଫଳକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାର ଅର୍ଥ ଯେ ମୁଁ କାର୍ଯ୍ୟ କରିବାକୁ ସକ୍ଷମ ହେବି ଓ ମୋହର କାର୍ଯ୍ୟ ଉତ୍ତମ ଫଳାଫଳ ଉତ୍ପନ୍ନ କରିବ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-explicit]])