or_tn/php/01/15.md

705 B

Some indeed even proclaim Christ

କେତେକ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ସୁସମାଚାର ପ୍ରଚାର କରନ୍ତି

out of envy and strife

କାରଣ ଲୋକମାନେ ମୋ କଥା ଶୁଣନ୍ତୁ ବୋଲି ସେମାନେ ଚାହୁଁ ନାହାନ୍ତି, ଓ ସେମାନେ କଳହର କାରଣ ହେବା ଚାହାନ୍ତି

and also others out of good will

କିନ୍ତୁ ଅନ୍ୟ ଲୋକମାନେ ତାହା କରୁଛନ୍ତି କାରଣ ସେମାନେ ଦୟାଳୁ ଓ ସାହାଯ୍ୟ କରିବାକୁ ଚାହୁଁଛନ୍ତି