or_tn/php/01/10.md

1010 B

approve

ଏହା ବିଷୟବସ୍ତୁକୁ ପରୀକ୍ଷା କରିବା ଓ କେବଳ ଉତ୍ତମ ବିଷୟକୁ ଗ୍ରହଣ କରିବା ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆସ୍ବାଦନ କରି ମନୋନୀତ କର”

what is excellent

ଯାହା ଈଶ୍ବରଙ୍କ ଅଧିକ ସନ୍ତୋଷଭାଜନ ଅଟେ

sincere and blameless

“ନିଷ୍କପଟ” ଓ “ଅନିନ୍ଦନୀୟ” ଶବ୍ଦଗୁଡିକ ସାଧାରଣଭାବରେ ସମାନ ବିଷୟକୁ ବୁଝାଏ I ପାଉଲ ନୈତିକ ପବିତ୍ରତାକୁ ଗୁରୁତ୍ବ ଦେବା ନିମନ୍ତେ ସେଗୁଡିକୁ ସଂପୃକ୍ତ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ସମ୍ପୂର୍ଣ୍ଣରୁପେ ଅନିନ୍ଦନୀୟ” (ଦେଖ: rc://*/ta/man/translate/figs-doublet)