or_tn/php/01/09.md

1.3 KiB

Connecting Statement:

ପାଉଲ ଫିଲିପ୍ପୀର ବିଶ୍ବାସୀମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି ଓ ପ୍ରଭୁଙ୍କ ନିମନ୍ତେ ଦୁଃଖଭୋଗ କରିବାରେ ଥିବା ଆନନ୍ଦ ବିଷୟରେ କହୁଛନ୍ତି I

may abound

ପାଉଲ ପ୍ରେମ ବିଷୟରେ କହୁଛନ୍ତି ଯେପରି ଏହା କିଛି ବସ୍ତୁ ଅଟେ ଯାହା ଲୋକମାନେ ଅଧିକରୁ ଅଧିକ ହାସଲ କରିପାରିବେ I ଅନ୍ୟ ଏକ ଅନୁବାଦରେ: “ବୃଦ୍ଧି ହୁଏ” (ଦେଖ: rc://*/ta/man/translate/figs-metaphor)

in knowledge and all understanding

ଏଠାରେ “ଜ୍ଞାନ” ଈଶ୍ବରଙ୍କ ବିଷୟକ ଜ୍ଞାନକୁ ବୁଝାଏ I ଏହାକୁ ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଯେପରି ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ବିଷୟରେ ଅଧିକ ଶିକ୍ଷା କରିବ ଓ ଜ୍ଞାତ ହେବ” (ଦେଖ: rc://*/ta/man/translate/figs-explicit)