or_tn/php/01/08.md

765 B

God is my witness

ଈଶ୍ବର ଜାଣନ୍ତି କିମ୍ବା “ଈଶ୍ବର ଜ୍ଞାତ ହୁଅନ୍ତି”

with the compassion of Christ Jesus

ଗୁଣବାଚକ ବିଶେଷ୍ୟ “ସ୍ନେହପୂର୍ଣ୍ଣ କରୁଣା” କ୍ରିୟା ଶବ୍ଦ “ପ୍ରେମ” ବ୍ୟବହାର କରି ଅନୁବାଦ କରାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ଅତଏବ ଖ୍ରୀଷ୍ଟ ଯେପରି ଆମ ସମସ୍ତଙ୍କୁ ଅଧିକ ପ୍ରେମ କରନ୍ତି, ସେହିପରି ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ” (ଦେଖ: rc://*/ta/man/translate/figs-abstractnouns)