or_tn/php/01/05.md

4 lines
1.0 KiB
Markdown

# because of your partnership in the gospel
ପାଉଲ ଈଶ୍ବରଙ୍କ ନିକଟରେ ଧନ୍ୟବାଦ ଅର୍ପଣ କରୁଛନ୍ତି ଯେ ଲୋକମାନଙ୍କୁ ସୁସମାଚାର ଶିକ୍ଷା ଦେବାରେ ଫିଲିପ୍ପୀୟମାନେ ପାଉଲଙ୍କ ସହଯୋଗ କରିଛନ୍ତି I ସେ ହୁଏତ ତାହାଙ୍କ ନିମନ୍ତେ ପ୍ରାର୍ଥନା କରୁଥିବା ବିଷୟ ଓ ତାହାଙ୍କର ସୁସମାଚାର ଯାତ୍ରା ନିମନ୍ତେ ତାହାଙ୍କୁ ଅର୍ଥ ପ୍ରେରଣ କରୁଥିବା ବିଷୟ ଉଲ୍ଲେଖ କରୁଥାଇ ପାରନ୍ତି I ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ମୋତେ ସୁସମାଚାର ପ୍ରଚାର କରିବା ନିମନ୍ତେ ସାହାଯ୍ୟ କରୁଅଛ” (ଦେଖ: [[rc://*/ta/man/translate/figs-metonymy]])