or_tn/phm/01/14.md

1.1 KiB

But I did not want to do anything without your consent

ପାଉଲ ବିପରୀତ ବିଷୟକୁ ବୁଝାଇବା ଅର୍ଥରେ ଏକ ଯୁଗ୍ମ ନକାରାତ୍ମକ ବିଷୟ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ସ୍ବୀକୃତି ଦେଲେ ଯାଇ ମୁଁ ତାହାଙ୍କୁ ମୋ ପାଖରେ ରଖିବାକୁ ଚାହିଁବି” (ଦେଖ: rc://*/ta/man/translate/figs-doublenegatives)

I did not want your good deed to be from necessity but from good will

ମୁଁ ତୁମ୍ଭକୁ ଆଜ୍ଞା ଦେଉଅଛି ବୋଲି ତୁମ୍ଭେ ଏହି ଉତ୍ତମ କାର୍ଯ୍ୟ କରିବା ମୁଁ ଚାହୁଁନାହିଁ, କିନ୍ତୁ ତୁମ୍ଭେ ଚାହୁଁଛ ବୋଲି ତାହା କର

but from good will

କାରଣ ତୁମ୍ଭେ ସ୍ବଚ୍ଛନ୍ଦ ମନରେ ଉପଯୁକ୍ତ କାର୍ଯ୍ୟ କରିବାକୁ ମନୋନୀତ କଲ