or_tn/phm/01/12.md

990 B

I have sent him back to you

ପାଉଲ ସମ୍ଭବତଃ ଅନୀସିମଙ୍କ ସହିତ ଆଉ ଜଣେ ବିଶ୍ବାସୀଙ୍କୁ ପଠାଉଛନ୍ତି ଯେଉଁମାନେ ଏହି ପତ୍ର ନେଇ ଯାଉଛନ୍ତି I

who is my very heart

ଏଠାରେ “ହୃଦୟ” ଏକ ରୂପକ ଅଟେ, ଯାହା ଜଣେ ବ୍ୟକ୍ତିର ଆବେଗକୁ ବୁଝାଏ I “ସେ ତ ମୋହର ହୃଦୟ ସ୍ବରୂପ” ବାକ୍ୟାଂଶଟି ଜଣକ ପ୍ରତି ପ୍ରେମ ପ୍ରକାଶନର ଏକ ରୂପକ ଅଟେ I ପାଉଲ ଏହା ଅନୀସିମଙ୍କ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ମୁଁ ଅତି ପ୍ରିୟଭାବେ ପ୍ରେମ କରେ”(ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])