or_tn/phm/01/10.md

2.9 KiB

General Information:

ଅନୀସିମ ଜଣେ ବ୍ୟକ୍ତିର ନାମ ଅଟେ I ସେ ସ୍ପଷ୍ଟଭାବରେ ଫିଲୀମୋନଙ୍କ କ୍ରୀତଦାସ ଓ କିଛି ଚୋରି କରିନେଇ ପଳାଇ ଯାଇଛି I

my child Onesimus

ମୋହର ବତ୍ସ ଅନୀସିମ I ପାଉଲ ଅନୀସିମଙ୍କ ସହିତ କିପରି ବନ୍ଧୁ ହେଲେ, ସେ ବିଷୟରେ କହୁଛନ୍ତି ଯେପରି ଏହା ଜଣେ ପିତା ଓ ପୁତ୍ର ପରସ୍ପରକୁ ପ୍ରେମ କରୁଥିବା ସଦୃଶ ଥିଲା I ଅନୀସିମ ପାଉଲଙ୍କର ପ୍ରକୃତ ପୁତ୍ର ନ ଥିଲେ, କିନ୍ତୁ ଯେତେବେଳେ ପାଉଲ ତାହାଙ୍କୁ ଯୀଶୁଙ୍କ ବିଷୟ ଶିକ୍ଷା ଦେଇ ତାହାଙ୍କୁ ପ୍ରେମ କଲେ, ସେ ଆତ୍ମିକ ଜୀବନ ପ୍ରାପ୍ତ ହେଲେ I ଅନ୍ୟ ଏକ ଅନୁବାଦ: “ମୋହର ଆତ୍ମିକ ପୁତ୍ର ଅନୀସିମ” (ଦେଖ: rc://*/ta/man/translate/figs-metaphor)

Onesimus

“ଅନୀସିମ” ନାମର ଅର୍ଥ “ଲାଭଜନକ” କିମ୍ବା “ଉପକାରୀ I” (ଦେଖ: rc://*/ta/man/translate/translate-names)

whom I have fathered in my chains

ଏଠାରେ “ମୋଠାରୁ ଜାତ” ଏକ ରୂପକ ଅଟେ, ଯାହାର ଅର୍ଥ ପାଉଲ ଅନୀସିମଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିଥିଲେ I ଅନ୍ୟ ଏକ ଅନୁବାଦରେ: “ଯେ ମୋହର ଆତ୍ମିକ ପୁତ୍ର ହେଲେ ଯେତେବେଳେ ମୁଁ ବନ୍ଦୀଥିବା ଅବସ୍ଥାରେ ତାହାଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଲି ଓ ସେ ନୂତନ ଜୀବନ ପ୍ରାପ୍ତ ହେଲେ” କିମ୍ବା “ମୁଁ ବନ୍ଦୀଥିବା ଅବସ୍ଥାରେ ଯେ ମୋ ପ୍ରତି ମୋହର ଜଣେ ପୁତ୍ର ସଦୃଶ ହେଲେ” (ଦେଖ: rc://*/ta/man/translate/figs-metaphor)

in my chains

ବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ହିଁ ସେ ଏହି ପତ୍ର ଲେଖିଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ବନ୍ଦୀଥିବା ସମୟରେ ... ମୁଁ ଏବେ ବନ୍ଦୀଥିବା ସମୟରେ”(ଦେଖ: rc://*/ta/man/translate/figs-metonymy)