or_tn/phm/01/07.md

8 lines
1.2 KiB
Markdown

# the hearts of the saints have been refreshed by you
ଏଠାରେ “ହୃଦୟ” ଗୋଟିଏ ରୂପକ, ଯାହା ଜଣେ ବ୍ୟକ୍ତିର ଆବେଗ ଓ ଆନ୍ତରିକ ପୁରୁଷକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ବିଶ୍ବାସୀମାନଙ୍କୁ ଉତ୍ସାହିତ କରିଅଛ” କିମ୍ବା “ତୁମ୍ଭେ ବିଶ୍ବାସୀମାନଙ୍କୁ ସାହାଯ୍ୟ କରିଅଛ”(ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-activepassive]])
# you, brother
ତୁମ୍ଭେ, ହେ ପ୍ରିୟ ଭାଇ କିମ୍ବା “ତୁମ୍ଭେ, ହେ ପ୍ରିୟ ବନ୍ଧୁ I” ପାଉଲ ଫିଲୀମୋନଙ୍କୁ “ଭାଇ” ସମ୍ଭୋଧନ କରୁଛନ୍ତି, କାରଣ ସେମାନେ ଉଭୟେ ବିଶ୍ବାସୀ ଥିଲେ ଓ ସେ ସେମାନଙ୍କ ବନ୍ଧୁତ୍ବକୁ ଗୁରୁତ୍ବାରୋପ କରୁଛନ୍ତି I