or_tn/mrk/16/19.md

909 B

he was taken up into heaven and sat

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏହିପରି ଈଶ୍ବର ସ୍ବର୍ଗକୁ ନେଲେ ଓ ସେ ବସିଲେ” (ଦେଖ:rc://*/ta/man/translate/figs-activepassive)

sat down at the right hand of God

“ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବରେ” ଉପବିଷ୍ଟ ହେବା ଓ ଈଶ୍ବରଙ୍କଠାରୁ ମହା ପରାକ୍ରମ ଓ ଅଧିକାର ପ୍ରାପ୍ତ କରିବା ଏକ ସାଙ୍କେତିକ କାର୍ଯ୍ୟ ଅଟେ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ମହିମାରେ ଉପବେଶନ କରିବା“ (ଦେଖ: rc://*/ta/man/translate/translate-symaction)