or_tn/mrk/16/16.md

1.1 KiB

He who believes and is baptized will be saved

“ସେ” ଶବ୍ଦ ଯେକୌଣସି ବ୍ୟକ୍ତିକୁ ବୁଝାଏ I ଏହି ବାକ୍ୟକୁ କର୍ତ୍ତୁବାଚ୍ୟରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେ ବିଶ୍ବାସ କରିବ ଈଶ୍ବର ପରିତ୍ରାଣ ଦେବେ ଓ ସେମାନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ତୁମକୁ ଅନୁମତି ଦେବେ“ (ଦେଖ: rc://*/ta/man/translate/figs-activepassive)

he who does not believe will be condemned

“ସେ” ଶବ୍ଦ ଯେକୌଣସି ବ୍ୟକ୍ତିକୁ ବୁଝାଏ I ଏହି ଭାଗକୁ କର୍ତ୍ତୁବାଚ୍ୟରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ବିଶ୍ବାସ କରିବେ ନାହିଁ ଈଶ୍ଵର ସେମାନଙ୍କୁ ଦୋଷୀ କରିବେ“ (ଦେଖ: rc://*/ta/man/translate/figs-activepassive)