or_tn/mrk/15/44.md

753 B

Pilate was amazed that Jesus was already dead; he called the centurion

ପିଲାତ ଲୋକମାନେ କହୁଥିବା ଶୁଣିଲେ ଯେ ଯୀଶୁ ମରି ଗଲେଣି I ଏହା ତାହାଙ୍କୁ ଚମତ୍କୃତ କଲା, ତେଣୁ ସେ ଶତସେନାପତିଙ୍କୁ ପଚାରିଲେ ଏହା କି ସତ୍ୟ ଅଟେ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁ ମରିଅଛନ୍ତି ଶୁଣି ପିଲାତ ଚମତ୍କୃତ ହେଲେ, ତେଣୁ ସେ ଶତସେନାପତିଙ୍କୁ କହିଲେ” (ଦେଖ: rc://*/ta/man/translate/figs-explicit)