or_tn/mrk/15/25.md

4 lines
336 B
Markdown

# the third hour
ଏଠାରେ ତିନି ଏକ କ୍ରମିକ ସଂଖ୍ୟା ଅଟେ I ଏହା ସକାଳ ୯ ଘଣ୍ଟିକା ସମୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସକାଳ ୯ ଘଣ୍ଟିକା” (ଦେଖ: [[rc://*/ta/man/translate/translate-ordinal]])