or_tn/mrk/15/23.md

678 B

wine mixed with myrrh

ଏହା ବର୍ଣ୍ଣନା କରିବା ଉଚିତ ହେବ ଯେ ଗନ୍ଧରସ ମିଶ୍ରୀତ ଦ୍ରାକ୍ଷାରସ ଯନ୍ତ୍ରଣାରୁ ମୁକ୍ତ କରିବା ଔଷଧ ଅଟେ I ଅନ୍ୟଏକ ଅନୁବାଦରେ: “ଦ୍ରାକ୍ଷାରସ ମିଶ୍ରିତ ଔଷଧକୁ ଗନ୍ଧରସ କୁହାଯାଏ “ କିମ୍ବା “ଦ୍ରାକ୍ଷାରସ ମିଶ୍ରିତ ଯନ୍ତ୍ରଣାରୁ ମୁକ୍ତ କରିବା ଔଷଧକୁ ଗନ୍ଧରସ କୁହାଯାଏ” (ଦେଖ: rc://*/ta/man/translate/figs-explicit)