or_tn/mrk/15/19.md

574 B

a reed

ଗୋଟିଏ ନଳ କିମ୍ବା “ଜଷ୍ଟି”

bent their knees

ଜଣେ ବ୍ୟକ୍ତି ଆଣ୍ଠେଇ ପଡି ନଇଁ ପଡେ, ତେଣୁ ଯେଉଁମାନେ ଆଣ୍ଠେଇ ପଡିଲେ ବେଳେବେଳେ ସେମାନଙ୍କୁ “ଆଣ୍ଠୁମାଡି ନମସ୍କାର” କୁହାଯାଏ I ଅନ୍ୟଏକ ଅନୁବାଦରେ: “ଆଣ୍ଠେଇଲେ” କିମ୍ବା “ଆଣ୍ଠୁ ମାଡିଲେ” (ଦେଖ: rc://*/ta/man/translate/figs-metaphor)