or_tn/mrk/15/18.md

592 B

Hail, King of the Jews

ନମସ୍କାର “ଶୁଭକାମନା କରିବା” ହାତ ଯୋଡି କେବଳ ରୋମୀୟ ଶାସକଙ୍କୁ ପ୍ରଣାମ କରିବା କ୍ଷେତ୍ରରେ ବ୍ୟବହାର କରାଯାଏ I ସୈନିକମାନେ ଯୀଶୁ ଯିହୁଦୀମାନଙ୍କ ରାଜା ହେବା ବିଶ୍ବାସ କରୁ ନଥିଲେ I ବରଂ’ ସେମାନେ ତାହାଙ୍କୁ ଏହା କହି ପରିହାସ କଲେ I (ଦେଖ: rc://*/ta/man/translate/figs-irony)