or_tn/mrk/15/12.md

1.2 KiB

Connecting Statement:

ଲୋକସମୁହ ଯୀଶୁଙ୍କ ମୃତ୍ୟୁକୁ ଦାବି କରୁଥିଲେ, ଏଣୁ ପିଲାତ ତାହାଙ୍କୁ ସୈନିକମାନଙ୍କ ହସ୍ତରେ ସମର୍ପଣ କଲେ, ଯେଉଁମାନେ ତାହାଙ୍କୁ ପରିହାସ କଲେ, କଣ୍ଟାର ମୁକୁଟ ପିନ୍ଧାଇଲେ, କୋରଡା ପ୍ରହାର କଲେ, ଓ କୃଶରେ ଚଢାଇଵା ନିମନ୍ତେ ସମର୍ପଣ କଲେ I

What then should I do with the King of the Jews

କିନ୍ତୁ ପିଲାତ ପୁନର୍ବାର ପଚାରିଲେ ଯୀଶୁଙ୍କ ପ୍ରତି ଆମ୍ଭେ କ’ଣ କରିବା ଯଦି ସେ ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କରିବେ I ଏହାକୁ ସ୍ପଷ୍ଟଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦି ମୁଁ ବାରବ୍ବାକୁ ମୁକ୍ତ କରେ, ତେବେ ଯିହୁଦୀମାନଙ୍କ ରାଜାଙ୍କ ପ୍ରତି କଣ କରାଯିବ” (ଦେଖ: rc://*/ta/man/translate/figs-explicit)