or_tn/mrk/15/10.md

1.2 KiB

For he knew that it was because of envy ... Jesus over to him

ଏହା କାହିଁକି ଯୀଶୁ ପିଲାତଙ୍କୁ ସମର୍ପଣ କରିବା ବିଷୟରେ ପ୍ରାରମ୍ଭିକ ସୁଚନା ଅଟେ I (ଦେଖ: rc://*/ta/man/translate/writing-background)

it was because of envy that the chief priests

ସେମାନେ ଯୀଶୁଙ୍କୁ ଇର୍ଷା କରୁଥିଲେ, କାରଣ ଅନେକ ଲୋକମାନେ ତାହାଙ୍କୁ ଅନୁସରଣ କରୁଥିଲେ ଓ ତାହାଙ୍କ ଶିଷ୍ୟ ହେଉଥିଲେ I ଅନ୍ୟଏକ ଅନୁବାଦରେ: “କାରଣ ପ୍ରଧାନ ଯାଜକମାନେ ଯେ ଇର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ I ସେଥିପାଇଁ ସେମାନେ” କିମ୍ବା “ଯୀଶୁଙ୍କ ଲୋକପ୍ରିୟତା ଯୋଗୁଁ ପ୍ରଧାନ ଯାଜକମାନେ ଯୀଶୁଙ୍କ ଉପରେ ଇର୍ଷାନ୍ବିତ ହେଉଥିଲେ I ସେଥିପାଇଁ ସେମାନେ” (ଦେଖ: rc://*/ta/man/translate/figs-explicit)