or_tn/mrk/15/01.md

2.1 KiB

Connecting Statement:

ଯେତେବେଳେ ପ୍ରଧାନ ଯାଜକ, ପ୍ରାଚୀନଗଣ, ଶାସ୍ତ୍ରୀମାନେ ଓ ମହାସଭା ଯୀଶୁଙ୍କୁ ପିଲାତଙ୍କ ନିକଟରେ ସମର୍ପଣ କଲେ, ସେମାନେ ଯୀଶୁଙ୍କୁ ଅନେକ ଖରାପ କାର୍ଯ୍ୟ କରିଛନ୍ତି ବୋଲି ଦୋଷାରୋପ କଲେ I ଯେତେବେଳେ ପିଲାତ ପଚାରିଲେ ଯେ ସେମାନେ ଯାହା କହିଛନ୍ତି କ’ଣ ସତ୍ୟ ଅଟେ, ଯୀଶୁ କୌଣସି ଉତ୍ତର ଦେଲେ ନାହିଁ I

they bound Jesus and led him away

ସେମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଆଦେଶ ଦେଲେ, କିନ୍ତୁ ଏହା ପ୍ରକୃତରେ ଯୀଶୁଙ୍କୁ ରକ୍ଷୀମାନେ ବନ୍ଦୀ କଲେ ଓ ତାହାଙ୍କୁ ଆଣିଲେ I ଅନ୍ୟଏକ ଅନୁବାଦରେ: “ ସେମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଆଦେଶ ଦେଲେ କିନ୍ତୁ ପ୍ରକୃତରେ ଯେଉଁ ରକ୍ଷୀମାନେ ଥିଲେ ସେମାନେ ତାହାଙ୍କୁ ବନ୍ଦୀ କଲେ ଓ ବାହାରକୁ ନେଇଗଲେ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କୁ ବନ୍ଦୀ କରିବା ନିମନ୍ତେ ଆଦେଶ ଦେଲେ ଓ ତାପରେ ତାହାଙ୍କୁ ବାହାରକୁ ନେଇଗଲେ” କିମ୍ବା “ସେମାନେ ଯୀଶୁଙ୍କୁ ବନ୍ଦୀ କରିବା ନିମନ୍ତେ ରକ୍ଷୀମାନଙ୍କୁ ଆଦେଶ ଦେଲେ ଓ ପରେ ସେମାନେ ତାହାଙ୍କୁ ବାହାରକୁ ନେଲେ” (ଦେଖ: rc://*/ta/man/translate/figs-metonymy)

They handed him over to Pilate

ସେମାନେ ଯୀଶୁଙ୍କୁ ପିଲାତଙ୍କ ନିକଟକୁ ପଠାଇଲେ ଓ ଯୀଶୁଙ୍କ ଉପରେ ଅଧିକାରକୁ ତାଙ୍କୁ ଦେଲେ I