or_tn/mrk/13/32.md

16 lines
2.3 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# that day or that hour
ଏହା ମନୁଷ୍ୟପୁତ୍ରଙ୍କ ଆଗମନର ସମୟ ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେହି ଦିନ କିମ୍ବା ମନୁଷ୍ୟପୁତ୍ରଙ୍କ ଆଗମନର ଦଣ୍ଡ (କାଳ)” କିମ୍ବା “ଦିନ କିମ୍ବା ଦଣ୍ଡ (କାଳ) ଯାହା ମୁଁ ଆଗମନ କରିବି” (ଦେଖ: [[rc://*/ta/man/translate/figs-explicit]])
# no one knows, not even the angels in heaven, nor the Son, but the Father
ଏହି ଶବ୍ଦଗୁଡିକ ବିଶେଷ କରି କେତେଗୁଡିଏ ବିଷୟକୁ ପ୍ରକାଶ କରେ ଯେତେବେଳେ ମନୁଷ୍ୟପୁତ୍ରଙ୍କର ଆଗମନ ହେବ, ପିତାଙ୍କଠାରୁ ଭିନ୍ନ, ଯିଏ ଜାଣିଛନ୍ତି I ଅନ୍ୟଏକ ଅନୁବାଦରେ: “କେହି ଜାଣନ୍ତି ନାହିଁ ସ୍ବର୍ଗରେ ଦୁତଗଣ କିମ୍ବା ପୁତ୍ର ଜାଣେ ନାହି କିନ୍ତୁ ପିତା” କିମ୍ବା “ସ୍ବର୍ଗରେ ଦୁତମାନେ ଜାଣନ୍ତି ନାହିଁ କିମ୍ବା ପୁତ୍ର ଜାଣେ ନାହି; କେହି ଜାଣନ୍ତି ନାହିଁ କିନ୍ତୁ ପିତା ଜାଣନ୍ତି” (ଦେଖ: [[rc://*/ta/man/translate/figs-ellipsis]])
# the angels in heaven
ଏଠାରେ “ସ୍ବର୍ଗ” ଈଶ୍ବରଙ୍କ ଆବାସ ସ୍ଥଳକୁ ବୁଝାଏ I
# but the Father
ଏହା “ପିତା”ଙ୍କ ସହିତ ସମାନ ଶବ୍ଦ ଯାହା ତୁମ ଭାଷାରେ ଜାଗତିକ ପିତା ନିମନ୍ତେ ବ୍ୟବହୃତ ହେଉଥିବା ଶବ୍ଦକୁ ବ୍ୟବହାର କରିବା ଉତ୍ତମ ହେବ I ମଧ୍ୟ, ଏହା ଏକ ଲୋପ ପାଉଥିବା ଶବ୍ଦ, ପିତା ଜାଣନ୍ତି ଠାରୁ ଆରମ୍ଭ ହୁଏ କେତେବେଳେ ପୁତ୍ର ଆଗମନ କରିବେ I ଅନ୍ୟଏକ ଅନୁବାଦରେ: “କେବଳ ପିତା ହିଁ ଜାଣନ୍ତି” (ଦେଖ: [[rc://*/ta/man/translate/figs-ellipsis]])