or_tn/mrk/13/28.md

1.3 KiB

ଏଠାରେ ଯୀଶୁ ଲୋକମାନଙ୍କୁ ସଚେତନ କରିବା ନିମନ୍ତେ ଦୁଇଟି କ୍ଷୁଦ୍ର ଦୃଷ୍ଟାନ୍ତ ଯେତେବେଳେ ବର୍ଣ୍ଣିତ ବିଷୟଗୁଡିକ ଘଟିବ I (ଦେଖ: rc://*/ta/man/translate/figs-parables)

the branch becomes tender and puts out its leaves

“ଶାଖା” ବାକ୍ୟାଂଶ ଡିମ୍ବିରୀ ବୃକ୍ଷର ଶାଖାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ“

tender

ସବୁଜ ଓ କଅଁଳ

puts out its leaves

ଏଠାରେ ଡିମ୍ବିରୀ ବୃକ୍ଷ ବିଷୟରେ କୁହାଯାଇଛି ଯେପରି ଏହା ଜୀବିତ ଓ ଇଛାନୁସାରେ ଏହାର ପତ୍ର ବଢିବାକୁ ଦିଏ I ଅନ୍ୟଏକ ଅନୁବାଦରେ: “ଏହାର ପତ୍ର ବଢ଼ିବାକୁ ଆରମ୍ଭ କରେ” (ଦେଖ: rc://*/ta/man/translate/figs-personification)

summer

ଗ୍ରୀଷ୍ମକାଳ ବର୍ଷର ଏକ ଅଂଶ କିମ୍ବା ରୁତୁ ଗମନଶୀଳ