or_tn/mrk/13/27.md

1.4 KiB

he will gather

“ସେ” ଶବ୍ଦ ଈଶ୍ବର ଓ ତାହାଙ୍କ ଦୁତଗଣକୁ ବୁଝାଏ, ଯେପରି ସେମାନେ ମନୋନିତ ମାନଙ୍କୁ ଏକତ୍ର କରିବେ I ଅନ୍ୟଏକ ଅନୁବାଦରେ: “ସେମାନେ ଏକତ୍ର କରିବେ” କିମ୍ବା “ତାହାଙ୍କ ଦୁତଗଣ ଏକତ୍ର କରିବେ” (ଦେଖ: rc://*/ta/man/translate/figs-metonymy)

the four winds

ସମଗ୍ର ପୃଥିବୀକୁ “ଚାରି ବାୟୁ” ବୋଲି କୁହା ଯାଇଛି, ଯାହା ଚାରିଦିଗକୁ ବୁଝାଏ: ଦକ୍ଷିଣ, ଉତ୍ତର, ପୁର୍ବ ଓ ପଶ୍ଚିମ I ଅନ୍ୟଏକ ଅନୁବାଦରେ: “ଦକ୍ଷିଣ, ଉତ୍ତର, ପୁର୍ବ ଓ ପଶ୍ଚିମ” କିମ୍ବା “ପୃଥିବୀର ସମସ୍ତ ଭାଗରୁ” (ଦେଖ: rc://*/ta/man/translate/figs-metaphor)

from the ends of the earth to the ends of the sky

ଏହି ଦୁଇଟିକୁ ଅତ୍ୟନ୍ତ ଗୁରୁତ୍ବ ଦିଆ ଯାଇଛି ଯେ ସମଗ୍ର ପୃଥିବୀରୁ ମନୋନିତମାନଙ୍କୁ ଏକତ୍ର କରିବେ I ଅନ୍ୟଏକ ଅନୁବାଦରେ: “ପୃଥିବୀର ପ୍ରତ୍ୟକ ସ୍ଥାନରୁ” (ଦେଖ: rc://*/ta/man/translate/figs-merism)