or_tn/mrk/13/23.md

8 lines
598 B
Markdown

# Be on guard
ସାବଧାନ ଥାଅ କିମ୍ବା “ସଚେତନ ହୁଅ”
# I have told you all these things ahead of time
ଯୀଶୁ ସେମାନଙ୍କୁ ଏହି ବିଷୟରେ ସଚେତନ କରିବା ନିମନ୍ତେ କହିଲେ I ଅନ୍ୟଏକ ଅନୁବାଦରେ: “ମୁଁ ପୁର୍ବରୁ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇଲି, ଯେପରି ତୁମ୍ଭେମାନେ ସାବଧାନ ହୋଇ ଥାଅ” (ଦେଖ: [[rc://*/ta/man/translate/figs-explicit]])