or_tn/mrk/13/20.md

1.5 KiB

had shortened the days

ସେହି ସମୟ ଉଣା କରି ନଥାନ୍ତେ I ଏହା କେଉଁ ନିର୍ଦ୍ଧିଷ୍ଟ “ଦିନ”କୁ ସୁଚିତ କରେ ହୁଏତ ଜାଣିବା ନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ କ୍ଲେଶର ଦିନକୁ ଉଣା କରି ନଥାନ୍ତେ” କିମ୍ବା “ଦୁଖଭୋଗ ଦିନଗୁଡିକୁ ଉଣା କରିଥାନ୍ତେ “ (ଦେଖ: rc://*/ta/man/translate/figs-explicit)

no flesh would be saved

“ମାଂସ” ଶବ୍ଦ ଲୋକମାନଙ୍କୁ ବୁଝାଏ, ଓ “ପରିତ୍ରାଣ” ଜାଗତିକ ମୁକ୍ତିକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତେବେ କେହିବି ପରିତ୍ରାଣ ପାଇବ ନାହିଁ” କିମ୍ବା “ପ୍ରତ୍ୟକ ଜଣ ମରିବେ” (ଦେଖ: rc://*/ta/man/translate/figs-synecdoche)

for the sake of the elect

ଯେଉଁମାନଙ୍କୁ ମନୋନିତ କରିଛନ୍ତି

the elect, those whom he chose

“ଯେଉଁମାନଙ୍କୁ ସେ ମନୋନିତ କରିଛନ୍ତି” ଅର୍ଥ ସମାନ ବିଷୟ “ମନୋନିତ” ଅଟେ I ଏକତ୍ର, ସେମାନେ ଈଶ୍ବରଙ୍କ ମନୋନିତ ଲୋକଙ୍କ କଥାକୁ ଗୁରୁତ୍ବ ଦିଅନ୍ତି I (ଦେଖ: rc://*/ta/man/translate/figs-doublet)