or_tn/mrk/13/14.md

1.8 KiB

the abomination of desolation

ଏହି ବାକ୍ୟାଂଶଗୁଡିକ ଦାନିଏଲ ପୁସ୍ତକରୁ ଆସିଅଛି I ତାହାଙ୍କ ଶ୍ରୋତାମାନେ ଏହି ବାକ୍ୟାଂଶ ଓ ମନ୍ଦିରକୁ ପ୍ରବେଶ କରିବାକୁ ଘୃଣା କରି ଭର୍ତ୍ସନାକାରୀ କରିବା ବିଷୟର ଭାବବାଣୀ ସହିତ ପରିଚିତ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଘୃଣ୍ୟବସ୍ତୁ ଯାହା ଈଶ୍ବରଙ୍କୁ ଲଜ୍ଜିତ କରେ” (ଦେଖ: rc://*/ta/man/translate/figs-metaphor)

standing where it should not be standing

ଯୀଶୁଙ୍କ ଶ୍ରୋତାମାନେ ମଧ୍ୟ ଜାଣିବେ ଯେ ଏହା ମନ୍ଦିରକୁ ବୁଝାଏ I ଏହାକୁ ସ୍ପଷ୍ଟରୁପେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁଠାରେ ଅବସ୍ଥିତ ହେବା ଉଚିତ ନୁହେଁ, ସେଠାରେ ଅବସ୍ଥିତ ହେବା ଦେଖିବ” (ଦେଖ: rc://*/ta/man/translate/figs-explicit)

let the reader understand

ଏହା ଯୀଶୁ କହୁ ନାହାନ୍ତି I ମାଥିଉ ଶ୍ରୋତାମାନଙ୍କ ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏହାକୁ ଯୋଗ କଲେ, ଯେପରି ସେମାନେ ସଚେତନ ହେବା ନିମନ୍ତେ ଶୁଣିବେ I ଅନ୍ୟଏକ ଅନୁବାଦରେ: “ପ୍ରତ୍ୟକ ଜଣ ଯେଉଁମାନେ ଏହାକୁ ପାଠ କରିବେ ଚେତନା ବିଷୟରେ ଧ୍ୟାନ ଦେବେ” (ଦେଖ: rc://*/ta/man/translate/figs-explicit)